Odisha Public Khabar
Odisha Public Khabar

ଆମ ବିଷୟରେ

ଓଡ଼ିଶାର ସ୍ୱର — ଆପଣଙ୍କ ଭାଷାରେ, ଆପଣଙ୍କ ଖବର

੫੦,੦੦੦+
ଦୈନିକ ପାଠକ
ବିଭାଗ
੨੦+
ଦଳ ସଦସ୍ୟ
੨੦੧੮
ପ୍ରତିଷ୍ଠା ବର୍ଷ
ଆମ ବିଷୟରେ

'ଓଡ଼ିଶା ପବ୍ଲିକ ଖବର'କୁ ଆପଣଙ୍କୁ ସ୍ୱାଗତ!

ଆମେ ହେଉଛୁ ଓଡ଼ିଶାର ନୂତନ ବିଚାରଧାରା ସମ୍ପନ୍ନ ସଂଗଠିତ ଯୁବ ପିଢ଼ି। ଏହା କେବଳ ଏକ ଖବର ୱେବ୍ ପୋର୍ଟାଲ୍ ନୁହେଁ, ବରଂ ସମାଜକୁ ଏକ ସ୍ୱଚ୍ଛ ଦର୍ପଣ ଭେଟି ଦେବା ପାଇଁ ଯୁବ ପିଢ଼ିଙ୍କର ଏକ ଦୃଢ଼ ଆହ୍ୱାନ।

ଆମ ସହ ଯୋଡ଼ି ହୁଅନ୍ତୁ:

ଆପଣଙ୍କ ପ୍ରଦତ୍ତ ତଥ୍ୟ ଏବଂ ସୂଚନା ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ସତ୍ୟର ଏହି ନିରବଚ୍ଛିନ୍ନ ଯାତ୍ରାରେ ଆମ ସହିତ ଯୋଡ଼ି ହୁଅନ୍ତୁ। ଆମେ ପ୍ରତିଶ୍ରୁତି ଦେଉଛୁ, ଆପଣଙ୍କ ନିକଟରେ ସବୁବେଳେ କେବଳ ଖାଣ୍ଟି ଏବଂ ନିରପେକ୍ଷ ଖବର ହିଁ ପହଞ୍ଚିବ।

ଆସନ୍ତୁ ମିଶି ଏକ ସଚେତନ ଓ ସଶକ୍ତ ସମାଜ ଗଠନ କରିବା।

ଧନ୍ୟବାଦ,

ଟିମ୍ — ଓଡ଼ିଶା ପବ୍ଲିକ ଖବର

ଆମର ମୂଳ ଲକ୍ଷ୍ୟ ଓ ପ୍ରତିଶ୍ରୁତି

ସତ୍ୟ ଓ ନିରପେକ୍ଷତାସମ୍ପୂର୍ଣ୍ଣ ସ୍ୱଚ୍ଛ, ସତ୍ୟ ଏବଂ ନିରପେକ୍ଷ ଖବରକୁ ସର୍ବାଧିକ ଗୁରୁତ୍ୱ।
ଖବରରେ ଆପୋଷ ନାହିଁସାମ୍ବାଦିକତାର ମୂଲ୍ୟବୋଧ ବଜାୟ ରଖିବା ପାଇଁ ଖବରରେ କୌଣସି ସାଲିସ ନାହିଁ।
ମିଛ ଖବର ପ୍ରତ୍ୟାଖ୍ୟାନଗୁଜବ, ମିଛ ବା ଭ୍ରମାତ୍ମକ ଖବରକୁ ଆମ ପ୍ଲାଟଫର୍ମରେ ସ୍ଥାନ ନାହିଁ।
ଆମ ଦଳ

ଅଭିଜ୍ଞ ସାମ୍ବାଦିକ ଦଳ

JP

ଜ୍ୟୋତ୍ସ୍ନା ରାଣୀ ପଣ୍ଡା

ସମ୍ପାଦକ

ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ, ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ଖବର ପ୍ରସ୍ତୁତିରେ ଅଭିଜ୍ଞ।

DM

ଦୀପ୍ତି ମୟୀ

ଭିଜୁଆଲ ଏଡିଟର

ଦୃଶ୍ୟ ସାମ୍ବାଦିକତା ଓ ଡିଜିଟାଲ ମିଡ଼ିଆ ଡିଜାଇନ୍‌ରେ ଅଭିଜ୍ଞ।

AR

ଆଶିଷ ରଞ୍ଜନ

ବରିଷ୍ଠ ସାମ୍ବାଦିକ

ଓଡ଼ିଶାର ରାଜନୀତି ଓ ସାମାଜିକ ବିଷୟରେ ଦୀର୍ଘ ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ସାମ୍ବାଦିକ।

NP

ଏନ ଆର ପଣ୍ଡା

ସାମ୍ବାଦିକ

ସ୍ଥାନୀୟ ଓ ଜିଲ୍ଲା ସ୍ତରୀୟ ଖବର ସଂଗ୍ରହ ଓ ପ୍ରସ୍ତୁତିରେ ଅଭିଜ୍ଞ ସାମ୍ବାଦିକ।

ଯୋଗାଯୋଗ

ଆମ ସହ ଯୋଗାଯୋଗ କରନ୍ତୁ

ଠିକଣା

୨ୟ ଲେନ, ଇନ୍ଦିରା ନଗର, ରାୟଗଡ଼ — ୭୬୫୦୦୧

ଇମେଲ

[email protected]

ଫୋନ

+91-9937541814